ଭଞ୍ଜନଗର: ଦଦରଲୁଣ୍ଡା ଅଞ୍ଚଳରେ ମଇଁଷି ବୋଝେଇ ଭ୍ୟାନ ଜବତ, ଚାରି ଗିରଫ
ଭଞ୍ଜନଗର ପୋଲିସ ଦଦରାଲୁଣ୍ଡା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏକ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଯାନରେ ମୁଜାଗଡ଼ରୁ ଦୁର୍ଗା ପ୍ରସାଦ ଅଞ୍ଚଳକୁ ବେଆଇନ ପଶୁ ପରିବହନ କରାଯାଉଥିବା ଖବର ପାଇ ଏକ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଭ୍ୟାନ ଅଟକ ରଖାଯାଇଥିଲା । ସେହି ଗାଡ଼ି ଭିତରେ ୧୧ଟି ମଇଁଷି ରଶିରେ ବନ୍ଧା ହୋଇଛି । ମଇଁଷି ପରିବହନ ପାଇଁ କୌଣସି କାଗଜପତ୍ର ଦେଖାଇ ପାରି ନଥିବାରୁ । ବେଆଇନ ପଶୁ ଚାଲାଣ ଆକ୍ଟରେ ଅଭିଯୁକ୍ତ ଚାରି ଜଣଙ୍କୁ ଙ୍କୁ ଗିରଫ କରାଯାଇ ଆଜି ଗୁରୁବାର ସନ୍ଧ୍ୟା ୭ଟା ବେଳେ