ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଂଚାୟତ ରେ କାର୍ଯ୍ୟରତ ଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶୀତ ବସ୍ତ୍ର କମଳ ଓ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି l ଠାକୁରଗଡ଼ ପଞ୍ଚାୟତ ରଠାକୁରଗଡ଼ ଖଇରାସାହି, ଯୁଗୀବନ୍ଧ,ଅରଖକୁଦ ଗ୍ରାମରେ ଥିବା ଗରିବ ଅବହେଳିତ ନିଷ୍ପେସିତ ନିରୀହ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ, ବିକଳାଙ୍ଗ ବ୍ୟକ୍ତି ବିଶେଷ ଙ୍କୁ ଚିହ୍ନଟ କରି ଯୁଗୀବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରାଙ୍ଗଣରେ 100 ରୁ ଉର୍ଦ୍ଧ କମଳ ସହିତ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି l ସଙ୍ଘ ର ଏପରି ମହତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଦେଖି ଯାହାକି ଅଞ୍ଚଳ ବାସୀ