ନୂଆଗାଁ ବ୍ଲକ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହାକୁ ନୂଆଗାଁ ବ୍ଲକ ଚେୟାରମେନ ଆନୁଷ୍ଠାନିକ ଭାବେ ଭଦଘାଟନ କରିଥିଲେ,ଏଥିରେ ବିଡ଼ିଓ ଜ୍ୟୋତି ବିକାଶ ଦାସ,ଜିଲ୍ଲା ପରିଷଦ କ ସଭ୍ୟା ଜ୍ୟୋତି ଦଲରସା ଟେଟେ ଓ ସଭ୍ୟା ଖ ସଞ୍ଜିତା କିସପଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲାରୁ ଏକ ଡ଼ାକ୍ତରୀ ଦଳ ପହଞ୍ଚି ପରୀକ୍ଷା କରିଥିଲେ।