ଆଜି ଡିସେମ୍ବର 19 ତାରିଖ ଶୁକ୍ରବାର ଭୋର ସମୟରେ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। କୋଇଲା ପରିବହନ କରୁଥିବା ଟ୍ରଲରର ଚାଳକ ରାତି 3:30 ପାଖାପାଖି ସମୟରେ ଗାଡି ଠିଆ କରି ଶୋଇଥିବା ବେଳେ କେହି ବା କେତେଜଣ ଦୁର୍ବୃତ୍ତ ତାଙ୍କ ତେଲ ଟାଙ୍କି ଚାବି ଭାଙ୍ଗି ସମସ୍ତ ତେଲେ ଚୋରି କରି ନେଇଥିବା ଜଣା ପଡ଼ିଛି। ତେବେ ସେ ସକାଳ 6 ଟା ପାଖାପାଖି ସମୟରେ ଉଠି ତାଙ୍କ ଗାଡ଼ି ଷ୍ଟାର୍ଟ କରିବାକୁ ଯାଉଥିବା ବେଳେ ଗାଡ଼ି ଷ୍ଟାର୍ଟ ନ ହେବା ଦେଖି ତାଙ୍କ ଗାଡ଼ି ଯାଞ୍ଚ କରିବାରୁ ଏହି ଦୃଶ୍ୟ ତାଙ୍କ ନଜରକୁ ଆସିଥିଲା। ତେବେ ସେ ସେହି ଠାରେ ଚାଳକ ଭାଇ ମାନଙ୍କୁ ଗାଡ଼ି ପାର୍କିଂ କରି ଶୋଇବାକୁ ମନା