ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲା ଯୁଯୁମୁରା ଥାନାଞ୍ଚଳରେ lନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ଦଣ୍ଡାଦେଶ ଦେଲେ ମାନ୍ୟବର ଅଦାଲତ
ସମ୍ବଲପୁର ଜିଲା ଯୁଯୁମୁରା ଥାନାଞ୍ଚଳରେ ଗତ ଅଗଷ୍ଟ ୨୦୨୪ ମସିହାରେ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ମାନ୍ୟବର ପୋକ୍ସୋ ଅଦାଲତ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କାର ଜରିମାନା ନିର୍ଦ୍ଧେଶ ଦେଇଛନ୍ତି । ଅଭିଯୁକ୍ତ ନବିନ ଧରୁଆ ପିଡିତାଙ୍କୁ ତାଙ୍କ ବଡ଼ ମାଁ ଘରୁ ଭାତ ଓ ମାଂସ ଖାଇବା ପାଇଁ ଡାକି ନେଇଥିଲା । କିନ୍ତୁ ପିଡିତା କୁ ତାର ଘରକୁ ନ ନେଇ ପାଖରେ ଥିବା ଏକ ସ୍ଥାନକୁ ନେଇ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା । ପିଡିତା କାନ୍ଦିବାରୁ ତାକୁ ଆଣି ତାର ବଡ ମାଁ ଘର ପାଖରେ ଛାଡି ଦେଇ ଫେରାର ମାରିଥିଲା । ପିଡିତା ଠାରୁ ସମସ୍ତ ଘଟଣା ସମ୍ପର୍କରେ