ସମ୍ବଲପୁରରେ “ଦୁର୍ନୀତି ନିବାରଣ ସପ୍ତାହ –2025” ପାଇଁ ପ୍ରସ୍ତୁତି ଆରମ୍ଭ ସମ୍ବଲପୁର, 23 ଅକ୍ଟୋବର 2025: ସମ୍ବଲପୁର ଜିଲ୍ଲାରେ “ଦୁର୍ନୀତି ନିବାରଣ ସପ୍ତାହ–2025” ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସପ୍ତାହ 27 ଅକ୍ଟୋବରରୁ 2 ନଭେମ୍ବର ପର୍ଯ୍ୟନ୍ତ ପାଳନ କରାଯିବ। ଏବର୍ଷର ଥିମ୍ ହେଉଛି — “ ଦୁର୍ନୀତି ନିବାରଣ– ଆମର ସମୂହିକ ଦାୟିତ୍ୱ।” ଏହା ସମ୍ବନ୍ଧରେ ଏକ ପ୍ରସ୍ତୁତି ସଭା ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା, ଯେଉଁଠାରେ ପୁଲିସ ଅଧିକ୍ଷକ (vigilance) ଶ୍ରୀ ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ , ସିଡିଓ–କମ୍–