ଜ଼ିଲ୍ଲା ଆଇନ ପ୍ରାଧିକାରଣ କାର୍ଯ୍ୟାଳୟ ଠାରେ ଆଜି ଦିନ ପ୍ରାୟ 12 ଟା ସମୟର ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ର ମୁଳ ଉଦେଶ୍ୟ ହେଲା ଜ଼ିଲ୍ଲା ରେ ଥିବା ଗରିବ, ଶୋଷିତ, ଅସହାୟ ଲୋକଙ୍କୁ ଆଇନ ଅଧିକାର ବିଷୟରେ କିପରି ସଚେତନ କରାଯିବ ସେନେଇ ଆଲୋଚନା କରାଯାଇଥିଲା ଳ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସ ଜଜ ଯୋଗ ଦେଇଥିଲେ l