କେନ୍ଦୁଝର ସହର: ପାଟଣା ବନରକ୍ଷୀଙ୍କୁ ର୍ଦୁବ୍ୟବହାର କରି କୁ ଗିରଫ ଦାବି ରେ କୁଡୁମୀ ସେନା ପକ୍ଷରୁ କେନ୍ଦୁଝର ଠାରେ ଦାବିପତ୍ର ପ୍ରଦାନ
କେନ୍ଦୁଝର ଜିଲ୍ଲା ଡୁମୁରିଆ ପଞ୍ଚାୟତ ଅନ୍ତର୍ଗତ ତଣ୍ଡ ବିଟ୍ ରେ କାର୍ଯ୍ୟରତ ବନରକ୍ଷୀ ଦେବଯାନୀ ମହାନ୍ତ ଙ୍କୁ ୩୧ତାରିଖ ବାଲି ମାଫିଆ ମାନେ ର୍ଦୁବ୍ୟବହାର କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇ ଧକ୍କା ମାରି ଟ୍ରାକ୍ଟର ରୁ ବାଲି ଢାଳି ଦେଇ ଅପରାଧୀ କାର୍ଯ୍ୟକରି ଟ୍ରାକ୍ଟର ନେଇଯିବା ଏବଂ ବାଲି ମାଫିଆ ଧମକ ଦେଇଥିଲେ।