Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବାଲେଶ୍ବର ମ୍ୟୁନିସିପାଲଟି: କ୍ଷୀରଚୋରା ମନ୍ଦିରେରେ ଉତ୍ତେଜନା, ଅପମିଶ୍ରିତ ଖିରି ଭୋଗକୁ ନେଇ ଭୋଗ ଦୋକାନ ଭଙ୍ଗାରୁଜା

Baleshwar M, Balasore | Dec 18, 2025
ବାଲେଶ୍ବର ଜିଲ୍ଲାରେମୁଣା କ୍ଷୀରଚୋରା ମନ୍ଦିରେରେ ଉତ୍ତେଜନା ଦେଖାଦେଇଛି।ଅପମିଶ୍ରିତ ଖିରି ଭୋଗକୁ ନେଇ ଭୋଗ ଦୋକାନ ଭଙ୍ଗାରୁଜା କରାଯାଇଥିବା ବେଳେ ଦୁଇ ଗୋଷ୍ଠୀ ଆକ୍ରମଣରେ ୪ଆହାତ। ଘଟଣା ସ୍ଥଳରେ ଗୁରୁବାର ଦିନ ୧୦:୩୦ରେ ରେମୁଣା ପୋଲିସ ବୁଝାସୁଝା କରିଥିବା ଦେଖିବାକୁ ମିଳିଥିଲା।