ବୌଦ୍ଧ ସଦର: କୁରେହିପଡା ଗ୍ରାମ ରାସ୍ତାରୁ ୧୩ ଲିଟର ବିଅର ଜବତ ସହ ଜଣଙ୍କୁ ଗିରଫ କଲା ଅବକାରୀ ମୋବାଇଲ୍ ସ୍କ୍ୱାର୍ଡ
Baudh Sadar, Boudh (Bauda) | Aug 17, 2025
ରବିବାର ମନମୁଣ୍ଡା ଥାନା କୁରେହିପଡା ଗ୍ରାମ ରାସ୍ତାରେ ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ୱାଡ ପକ୍ଷରୁ ଚଢାଉ କରାଯାଇ 13 ଲିଟର ବିଅର୍ ଜବତ୍...