Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ତାଳଚେର ସଦର: ଧରମପୁର ନିର୍ମାଣଧୀନ ନୂତନ ଶିବ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ।

Talcher Sadar, Angul | Nov 10, 2025
ତାଳଚେର ବ୍ଲକ ଧରମପୁର ଗ୍ରାମ ସ୍ଥିତ କୁଶଳେଶ୍ୱର ମହାଦେବଙ୍କ ନୂତନ ନିର୍ମାଣଧୀନ ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ସକାଳ ୧୧.୩୦ ମିନିଟ ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପ୍ରତିକ୍ରିୟା ।