ଆସିକା: ଋଷିକୂଲ୍ୟା ଜିଲ୍ଲା ଗଠନ ଦାବିରେ ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ତହସିଲ କାର୍ଯ୍ୟଳୟ ରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
Asika, Ganjam | Sep 10, 2025
ଗଞ୍ଜାମ ଜିଲ୍ଲାରେ ପୁଣି ତେଜିଲା ଋଷୁକୂଲ୍ୟା ଜିଲ୍ଲା ଗଠନ ଦାବୀ l ଆସିକା ଓ ଏହାର ଆଖପାଖ ବ୍ଲକ କୁ ନେଇ ଋଷିକୂଲ୍ୟା ଜିଲ୍ଲା ଗଠନ ଦାବିରେ...