ବୁଧବାର କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧୀନସ୍ଥ ଫଟକାବାହାଲି ଗ୍ରାମ ଠାରେ ଜେ ଫାର୍ମ ଏବଂ ପ୍ରଗତି ଚାଷୀ ଏଫ.ପି.ଓର ମିଳିତ ସହଯୋଗରେ କୃଷକ ଦିବସ ପାଳନ କରାଯାଇଛି । ମହାଶକ୍ତି ଫାଉଣ୍ଡେସନର ଜଗଦିଶ ଦାଶଙ୍କ ଉପସ୍ଥିତିରେ ଆୟୋଜିତ କୃଷକ ଦିବସ ପାଳନ ସମାରୋହରେ ସ୍ଥାନୀୟ ସରପଂଚଙ୍କ ସମେତ ପ୍ରଗତି ଚାଷୀ FPOର CEO ସଚୀନ କୁମାର ପ୍ରଧାନ, ଏମ.ଡି ସଞ୍ଜୟ ମାଝୀ ଏବଂ ଲିଙ୍ଗରାଜ୍ କରୁଆଁ ପ୍ରମୁଖ କର୍ମକର୍ତାମା ମାନେ ଉପସ୍ଥିତ ରହିଥିଲେ । ଏଅବସରରେ ୪୫ ଜଣ ଚାଷୀଙ୍କୁ ବିଭିନ୍ନ ପନିପରିବାର ମଞ୍ଜି ପ୍ରଦାନ କରାଯାଇଥିଲା।