ରେମୁଣା: ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ରେମୁଣା ଥାନାରେ ଅଭିଯୋଗ
ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଜୀ ଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ପ୍ରତିବାଦରେ ରେମୁଣା କଂଗ୍ରେସ ପକ୍ଷରୁ ରେମୁଣା ଥାନାରେ ଅଭିଳାଷ ପଣ୍ଡାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କୁ ଅବିଳମ୍ବେ ଗିରଫ କରିବା ପାଇଁ ବୁଧବାର ସଂଧ୍ୟା ୬:୩୦ରେ ଅଭିଯୋଗ ଦିଆଯାଇଛି। Indian National Congress - Odisha