ଲାଞ୍ଜିଗଡ: କିଡିଙ୍ଗ ୟୁପି ସ୍କୁଲ୍ ଠାରେ ୫ମାସିକ କ୍ଲଷ୍ଟର ସ୍ତରିୟ ବୋଠକ ସହ ସ୍ବାଗତ ସମ୍ବର୍ଦ୍ଧନା।
କିଡିଙ୍ଗ ୟୁପି ସ୍କୁଲ୍ ଠାରେ ୫ମାସିକ କ୍ଲଷ୍ଟର ସ୍ତରିୟ ବୋଠକ ସହ ସ୍ବାଗତ ସମ୍ବର୍ଦ୍ଧନା ସଭା ସିଆରସିସି ଶ୍ରବଣ କୁମାର ସରାପ ଙ୍କ ସଭାପତି ପତିତ୍ବରେ ଆଜି ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ରୋଡ କ୍ଲଷ୍ଟର ଅନ୍ତର୍ଗତ ୧୪ଟି ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳ ଦେବ ମୁଣ୍ଡ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ କିଡିଙ୍ଗ ୟୁପି ସ୍କୁଲ ଠାରେ ନୂତନ ଭାବେ ଯୋଗଦେଇ ଥିବା ସହ ଶିକ୍ଷୟତ୍ରୀ ସୁମିତ୍ରା ସାହୁ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା