ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବମିଖାଲ ଓଭର ବ୍ରିଜ ନିକଟରୁ 220 ଗ୍ରାମ ବ୍ରାଉନସୁଗର ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ
ବମିଖାଲ ଓଭର ବ୍ରିଜ ନିକଟରୁ 220 ଗ୍ରାମ ବ୍ରାଉନସୁଗର ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଅଟୋ ରେ ବୁଲି ବୁଲି କରୁଥିଲା ବ୍ରାଉନ ସୁଗର ବେପାର | ଜଣେ ବେପାରୀଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | 220ଗ୍ରାମ ବ୍ରାଉନସୁଗର ଜବତ | ଗିରଫ ବ୍ରାଉନସୁଗର ବେପାରୀ ହେଲେ ଶ୍ରୀକାନ୍ତ ମିଶ୍ର | ରାଜଧାନୀ ରେ ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ବ୍ରାଉନସୁଗର ବେପାର କରୁଥିଲା | ଅପରେସନ ପ୍ରହାର ଜରିଆରେ ଆଜି 2.34ରେ ବମିଖାଲ ଓଭର ବ୍ରିଜ ନିକଟରୁ ଗିରଫ କଲା ଅବକାରୀ ଥାନା ପୋଲିସର ସ୍ୱତନ୍ତ୍ର ଟିମ | ଏହି ବ୍ରାଉନସୁଗର କାରବାର ରେ ମାଷ୍ଟର ମାଇଣ୍ଡ କୀଏ ତାକୁ ନେଇ ଚାଲିଛି ଖୋଳ ତାଡ |