ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଛତ୍ରପତି ସାହୁ ଙ୍କ ଅଧକ୍ଷତା ରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି, ଏହି ବୈଠକ ରେ ସ୍ଥାନ, ଏବଂ ପ୍ରତିଯୋଗୀତା ର ଆୟୋଜନ କୁ ନେଇ ବିସ୍ତୃତ ଭାବେ ଆଲୋଚନା ହେଇଥିଲା, ଏହି ବୈଠକରେ ଏଡିଇଓ ସମସ୍ତ ବିଇଓ, ସିଆରସିସି ମାନେ ଉପସ୍ଥିତ ଥିଲେ