ଚମ୍ପୁଆ: ଫୁଲଝର ପଞ୍ଚାୟତ କେନ୍ଦୁଘାଟି ମୁଣ୍ଡାସାହିର ଯୁବକଙ୍କ ଶବ ବାମେବାରୀ ଥାନା ଅଞ୍ଚଳରେ ଠାବ, ପୋଲିସର ତଦନ୍ତ ଆରମ୍ଭ
Champua, Kendujhar | Aug 16, 2025
ଗତକାଲି ବାଂଶପାଳ ବ୍ଳକ୍ ଫୁଲଝର ପଞ୍ଚାୟତର କେନ୍ଦୁଘଟି ଗ୍ରାମ ମୁଣ୍ଡାସାହିର ଲକ୍ଷ୍ମଣ ମୁଣ୍ଡା ଅନ୍ୟ ମାନଙ୍କ ସହିତ ମଲଦା ନଦୀକୁ ମାଛ ମାରିବାକୁ...