ଅନୁଗୋଳ: ନତଡା ଓ କୁସାସିଂହା ଗ୍ରାମ ନିକଟରେ ଦୁର୍ଘଟଣାରେ ପାଞ୍ଚ ଗୁରୁତର
Anugul, Angul | Dec 19, 2025 ଅନୁଗୋଳ ସଦର ଥାନା ଅନ୍ତର୍ଗତ ନତଡା ଗ୍ରାମ ନିକଟରେ ଅନିଲ୍ କୁମାର ଦେହୁରୀ (୫୫)ଓ ପବିତ୍ର କୁମାର ସାହୁ ଏକ ବାଇକ୍ କୁମଣ୍ଡ ଗ୍ରାମକୁ ଆସୁଥିବା ବେଳେ ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସେହିପରି ସଦର ଥାନା ଅନ୍ତର୍ଗତ କୁସାସିଂହା ଗ୍ରାମର ବିନୋରୀ ବେହେରା ଓ ଗୈତମ ପ୍ରଧାନ ଏକ ବାଇକରେ ଗାଁ ରୁ ଅନୁଗୋଳ ଓ ଅନ୍ୟ ଏକ ବାଇକରେ କୁସାସିଙ୍ଗା ଗ୍ରାମର ସୁମନ ପ୍ରଧାନ ଅନୁଗୋଳ ରୁ ଗାଁକୁ ଫେରୁଥିବା ବେଳେ ହଠାତ୍ ଏକ ଗାଇ ରା