ରାୟଗଡା: ରାମନାଗୁଡା ପିଏମ୍ ଶ୍ରୀ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତରଫରୁ ଏକ ପେଡ ମାକେ ନାମ ଓ ଆସସ୍କୁଲ୍ ଯିବାନେଇ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ
ରାୟଗଡ଼ା ଜିଲ୍ଲା ରମନାଗୁଡା ଠାରେ ଆଜି ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଡ୍ରପ ଆଉଟ୍ ପିଲା ଙ୍କୁ କିପରି ସ୍କୁଲ୍ ଫେରିବେ ଏନେଇ ଆଜି ଆସ ସ୍କୁଲ୍ ଯିବା ଅଭିଯାନ ରେ ଏକ ବିରାଟ ଶୋଭାଯାତ୍ରା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ