ଝାରସୁଗୁଡା ଜିଲ୍ଲା ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଗାନ୍ଧିଛକ ର ମାର୍କେଟ ନିକଟରୁ ଜଣେ ବ୍ୟକ୍ତି ଙ୍କ ଠାରୁ ସୁନା ଚେନ ଓ ମୁଦି ଠକି ନେଲେ ଦୁଇ ଜଣ ଦୁର୍ବୁତ୍ତ l ସୁରେନ୍ଦ୍ର ପ୍ରଧାନଙ୍କୁ ଭ୍ରମିତ କରି ନିଜକୁ ପୋଲିସର ପରିଚୟ ଦେଇ ଦୁର୍ବୁତ୍ତ ମାନେ ଆଜି ସକାଳ ୯ ଟାରେ ଏହି ଦୁର୍ବୁତ ମାନେ ଠକେଇ କରି ସୁନା ଚେନ ଓ ମୁଦି ନେଇ ଫେରାର ହୋଇଥିବାବେଳେ ଏନେଇ ଗାନ୍ଧୀଛକ ଫାଣ୍ଡିରେ ସୁରେନ୍ଦ୍ର ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାସହ ଆଖପାଖ ଅଂଚଳ ର ସିସି ଟିଭି ଯାଞ୍ଚ କରି ତଦନ୍ତ ଆଗକୁ ବଢ଼ାଇଥିବା ଆଜି ରାତି ୯ ଟା ରେ ସୂଚନା ଗାନ୍ଧୀଛକ ଫାଣ୍ଡି ପୋଲିସ l