ସୋରଡା: ସୋରଡ଼ା ଥାନା ବିଭୂତିଆ ବଣ ରେ ବାଇକ୍ ଦୁର୍ଘଟଣା,ଜଣେ ମୃତ, ଜଣେ ଗୁରୁତର,ମୃତକ ଜଣକ ଖାରିଗୁଡା ଗ୍ରାମର ରିଙ୍କୁ ଗୌଡ଼ ବୋଲି ଜଣା ପଡିଛି
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବିଭୂତିଆ ବଣ ରେ ବାଇକ୍ ଦୁର୍ଘଟଣା,ଜଣେ ମୃତ, ଜଣେ ଗୁରୁତର,ମୃତକ ଜଣକ ଖାରିଗୁଡା ଗ୍ରାମର ଶତ୍ରୁଘ୍ନ ଗୌଡ଼ଙ୍କ ପୁଅ ରିଙ୍କୁ ଗୌଡ଼,ଗୁରୁତର ଜଣକ ହେଲେ ଖାରିଗୁଡା ଗ୍ରାମର କୁନା ଗୌଡ଼,ସୂଚନା ମୁତାବକ ଉଭୟ ଆସିକା ରୁ କାମ ସାରି ସୋରଡ଼ା ହୋଇ ନିଜ ଗ୍ରାମ ଖାରିଗୁଡା ଯାଉଥିବା ବେଳେ ବିଭୁତିଆ ବଣ ବୁଲାଣି ରାସ୍ତାରେ ଭାରସ୍ୟାମ ହରାଇ ରାସ୍ତାରେ ପଡିଯାଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ସୂଚନା।