ବୌଦ୍ଧ ସଦର: ଖୁଣ୍ଟବନ୍ଧ ଠାରେ ସାର ଯୋଗାଣ ଦାବିରେ ପାକ୍ସ ଆଗରେ ଜାତୀୟ ରାଜପଥ 57 କୁ ଅବରୋଧ କଲେ ଚାଷୀ
Baudh Sadar, Boudh (Bauda) | Sep 13, 2025
ଶନିବାର ଅପରାନ୍ହରେ ବୌଦ୍ଧ ଥାନା ଖୁଣ୍ଟବନ୍ଧ ପାକ୍ସ ଆଗରେ ୟୂରିଆ ସାର ଯୋଗାଣ ଦାବିରେ ଚାଷୀ ମାନେ ଜାତୀୟ ରାଜପଥ ନଂ 57 କୁ ଅବରୋଧ କରିଛନ୍ତି |...