କ୍ଷେତରାଜପୁର ପୋଲିସ ଧରିଲା ଜଣେ ମଦୁଆ ପୋଲିସ କର୍ମଚାରୀଙ୍କୁ ମିଳିଥିବା ସୂଚନା ଅନୁଯାଇ ଜଣେ ପୋଲିସ କର୍ମଚାରୀ ଅତ୍ୟଧିକ ମଦ ପି ସମଲେଶ୍ୱରୀ ମନ୍ଦିର ନିକଟରେ ଥିବା ନେଇ କ୍ଷେତରାଜପୁର ପୋଲିସ କୁ ଖବର ମିଳିଥିଲା l ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚି ଉକ୍ତ ମଦୁଆ ପୋଲିସର ସଦର ମେଡିକାଲ ରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ନୋଟିସ କରି ଛାଡିଦେଇଥିବା ନେଇ ଆଜି ରାତି 8ଟାରେ ସୂଚନା ମିଳିଛି l