ଭଦ୍ରକ ଗ୍ରାମାଞ୍ଚଳ: ହଜିଗଲା ମାନବିକତା, ପୁରୁଣାବଜର ହଳଦୀଡିହ ରାସ୍ତା କଡରେ ବୃଦ୍ଧା ଓ ରୋଗାଗ୍ରସ୍ତ ଘୋଡାକୁ ଛାଡି ମାଲିକ ଫେରାର
Bhadrak Rural, Bhadrak | Sep 11, 2025
ଏପରି ଏକ ହୃଦୟ ବିଦାରାକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ବାଙ୍କାବଜାର ହଳଦୀଡିହ ରାସ୍ତାର ଘଡେଇ ସାହି ନିକଟରେ...