ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ସହରର ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା ଆରମ୍ଭ
ରାଉରକେଲା ସହରର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ ଜାକଜମକରେ ମା କାଳୀଙ୍କ ପୂଜା ଆରମ୍ଭ ହୋଇଛି। ଗତ ବିଳମ୍ବିତ ରାତିରୁ ପୂଜା ଆରମ୍ଭ ହୋଇଥିବା ବେଳେ ମଂଗଳବାର ସଂଧ୍ୟାରେ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ରଂଗ ବେରଗଂର ଆଲୋକ ମାଳା ଆକର୍ଷଣୀୟ ତୋରଣ ସାଜସଜ୍ଜା ଆକର୍ଷିତ କରୁଛି।