ବୌଦ୍ଧ ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା ରାଜସ୍ୱ ଅମଲା ସଂଘର କାର୍ଯବନ୍ଦ ଆନ୍ଦୋଳନ 15 ଦିନରେ, ପ୍ରତିକ୍ରିୟା ଦେଲେ ସଭାପତି
Baudh Sadar, Boudh (Bauda) | Aug 25, 2025
ସୋମବାର ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଥିବା ଓଡିଶା ରାଜସ୍ୱ ଅମଲା ସଂଘର କାର୍ଯବନ୍ଦ ଆନ୍ଦୋଳନ 15 ଦିନରେ ପହଞ୍ଚିଛି l...