Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଧରାକୋଟ: ଡେଙ୍ଗାଓସ୍ତା ବଜାର ନିକଟ ସରକାରୀ ଜାଗାକୁ ନେଇ ବିବାଦ,ଦୁଇ ଗ୍ରାମ ମୁହାଁମୁହିଁ ଘଟଣାରେ 18 ଜଣଙ୍କୁ ଗିରଫ କଲା ପାଟପୁର ପୋଲିସ

Dharakote, Ganjam | Oct 17, 2025
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଡେଙ୍ଗାଓସ୍ତା ବଜାର ନିକଟ ସରକାରୀ ଜାଗାକୁ ନେଇ ବିବାଦ ଗତକାଲି ଦୁଇ ଗ୍ରାମ ମଧ୍ୟରେ ଘଟିଥିଲା ଗୋଷ୍ଠି ସଂଘର୍ଷ ଘଟଣା ରେ 18 ଜଣଙ୍କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ସିଙ୍ଗପୁର ଗ୍ରାମ ଓ ରତ୍ନମଣିପୁର ଗ୍ରାମ ମଧ୍ୟରେ ଗଲା ଅନେକ ବର୍ଷ ହେବ ଡେଙ୍ଗାଓସ୍ତା ବଜାର ଉପରେ ଥିବା ଏକ ସରକାରୀ ଜାଗାକୁ ନେଇ ବିବାଦ ଲାଗି ରହିଥିଲା । ରତ୍ନମଣିପୁର ଗ୍ରାମର ଲୋକେ ସେହି ସରକାରୀ ଜାଗା ଉପରେ ହନୁମାନ ବାଟିକା ନିର୍ମାଣ ପାଇଁ ଜିଦ୍ କରୁଥିବା ବେଳେ ସିଙ୍ଗିପୁର ଗାଁ ଲୋକେ ସେହି ସ୍ତାନରେ ଦୋକାନ ଗୃହ ସାଙ୍ଗକୁ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ଜିଦ୍ କରୁଛନ୍ତି ।

MORE NEWS