ନୟାଗଡ: ରଜସୁନାଖେଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସ୍କୁଲ ଜୋତା ପିନ୍ଧି ନଆସିବାରୁ ପିଲାଙ୍କୁ ମାଡ ମାରି ସ୍କୁଲ ଗେଟେ ବାହାରେକୁ ତଡ଼ିଦେଲେ ଶିକ୍ଷକ
ସ୍କୁଲ ଜୋତା ପିନ୍ଧି ନଆସିବାରୁ ପିଲାଙ୍କୁ ମାଡ ମାରି ସ୍କୁଲ ଗେଟେ ବାହାରେକୁ ତଡ଼ିଦେଲେ ପ୍ରଧାନ ଶିକ୍ଷକ। ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ପ୍ରଧାନଶିକ୍ଷକ ମାଡ଼ ମାରିବା ଅଭିଯୋଗ । ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲାର ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟରେ। ସ୍କୁଲ୍ ଛାତ୍ରଛାତ୍ରୀ ଜୋତା ସ୍କୁଲକୁ ଜୋତା ପିନ୍ଧି ନଆସିବାରୁ ପ୍ରାର୍ଥନା କ୍ଲାସରୁ ସ୍କୁଲର କିଛି ପିଲାଙ୍କୁ ମାଡ଼ ମାରିବା ସହ ଗେଟ ବାହାରକୁ ବାହାର କରିଦେଇଛନ୍ତି ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁ ।ସକାଳ ୭ ଟାରୁ ୯ ଟା ପର୍ଯ୍ୟନ୍ତ ଗେଟ୍ ବାହାରେ ଜୋତା ପିନ୍ଧି ଆସି ନଥିବା ଛାତ୍ରଙ୍କୁ ବାହାର