ବିରିଡି: ଆଜି ୫ଟାରେ ଅରଣା ପଂଚାୟତ ରେ ବିଜେଡି ର କର୍ମୀ ସମ୍ମିଳନୀ, ଯୋଗଦେଲେ ଜିଲ୍ଲା ସଭାପତି ଓ ସାଂସଦ
ଆଜି ୫ଟାରେ ଅରଣା ପଂଚାୟତରେ ବିଜେଡି ଦଳପକ୍ଷରୁ ଏକ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଜିଲ୍ଲା ସଭାପତି ରବିନାରାୟଣ ଜେନା, ସାଂସଦ ଡ଼ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ, ବ୍ଲକ ସଭାପତି ରବୀନ୍ଦ୍ର ରାଉଳ, ବ୍ଲକ ଅଧକ୍ଷା ମମତା ପାତ୍ର ଓ ଅନ୍ୟମାନେ ସାମିଲ ହୋଇଥିଲେ