ଝାରସୁଗୁଡା: କର୍ଲାଖମନ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ଵରେ ହେଉଥିବା ବର୍ଜ୍ୟ ପାଉଁଶ ଡମ୍ପିଂକୁ ସ୍ଥାନୀୟଲୋକଙ୍କ ବିରୋଧ
Jharsuguda, Jharsuguda | Aug 26, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ଼ କର୍ଲାଖମନ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ଵରେ ହେଉଥିବା ବର୍ଜ୍ୟ ପାଉଁଶ ଡମ୍ପିଂକୁ ସ୍ଥାନୀୟଲୋକେ ବିରୋଧ...