ଅନୁଗୋଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗ୍ରାମର ଗ୍ରାମରେ ପଥଚାରିକୁ ବାଇକ୍ ଦେଲେ ଧକ୍କା, ଦୁଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଗୁରୁତର ମାନେ ହେଲେ ଜରାସିଂହା ଗ୍ରାମର ସତ୍ୟ ପରିଡା (୩୫) ଏବଂ ଅନ୍ୟ ଜଣଙ୍କ ହେଲେ ସୌଭଗ୍ୟ ରଞ୍ଜନ ସ୍ଵାଇଁ (୩୨) ବୋଲି ଜଣା ପଡିଛି। ସୂଚନା ଯେ, ଆଜି ଅପରାହ୍ନ ୫ ଘଟିକା ବେଳେ ଜରାସିଂହା ଗ୍ରାମର ସତ୍ୟ ପରିଡା ନିଜ ଘର କୁ ଯିବା ପାଇଁ ରାସ୍ତା ପାର୍ ହେଉଥିବା ବେଳେ ମଝିକା ଆଡୁ ଅନୁଗୋଳ ଆଡକୁ ଆସୁଥିବା ଏକ ବାଇକ୍ ସତ୍ୟ କୁ ଧକ୍କା ଦେଇଥିଲା। ଯାହା ଫଳରେ ଦୁହେଁ ସତ୍ୟ ଏବଂ ବାଇକ୍ ଆରୋହୀ ସୌଭାଗ୍ୟ ଛିଟିକି ପଡି ଗୁରୁତର ହୋଇ