ଭଟଲି: ଭଟଲୀ ବସ୍ତିର ମାଁ ମେଟାକାନୀ ଙ୍କ ବଏଲ ଯାତ୍ରା ଆଜି ମହାସମାରୋହ ଅନୁଷ୍ଠିତ । ଯୋଗଦାନ କଲେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ବସ୍ତିର ମାଁ ମେଟାକାନୀ ଙ୍କ ବଏଲ ଯାତ୍ରା ଆଜି 8 PM ସମୟରୁ ମହାସମାରୋହରେ ଅନୁଷ୍ଠିତ ହୋଇଛି । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏହି ବଏଲ୍ ଯାତ୍ରାରେ ସାମିଲ ହୋଇଥିଲେ ଏବଂ ବରୁଆ ବିଭିନ୍ନ ପଡାରେ ଭ୍ରମଣ କରିଥିଲେ ଓ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ।