କେନ୍ଦୁଝର ସହର: ତେଲକୋଇ ବନବିଭାଗ କାର୍ଯ୍ୟାଳୟ ଠାରେ ଆୟୋଜିତ ବୃକ୍ଷ ରୋପଣ ସଚେତନ ରଥର ଶୁଭାରମ୍ଭ କଲେ ବିଧାୟକ
Kendujhar Town, Kendujhar | Sep 12, 2025
ତେଲକୋଇ ବନବିଭାଗ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ ସଚେତନ ରଥର ଶୁଭାରମ୍ଭ ହୋଇଛିି l ଏହି ଅବସରରେ ତେଲକୋଇ ବନଅଧିକାରୀଙ୍କ ସହ ହାତୀ ଆକ୍ରମଣ ଦାଉରୁ...