ଆଜି ସାଢ଼େ ଏଗାରଟାରେମହାନଦୀ କୋଇଲା ଖଣି ସଂସ୍ଥା (ଏମସିଏଲ) ର ଦ୍ଵିତୀୟ_ସ୍ବତନ୍ତ୍ର କମିଟି ବୈଠକ ବୈଠକ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ବୈଠକର ଅଧ୍ୟକ୍ଷ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ । ତତ୍ପରେ, ବୈଠକର ଆବାହକ ତଥା ଜିଲ୍ଲାପାଳ ଅନୁଗୋଳ ଶ୍ରୀ ଅବଦାଲ୍ ମୂହମ୍ମଦ ଅଖତର କାର୍ଯ୍ୟସୂଚୀ ଅନୁଯାୟୀ ସାତ ଗୋଟି ବିଷୟ ଉପରେ ପର୍ଯ୍ୟାୟକ୍ରମେ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଏହି ସାତ ଗୋଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏ