ଲୋକଙ୍କ ମଧ୍ୟରେ ସାଇବର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ପିଏସ୍ ଅନ୍ତର୍ଗତ ବିକାଶ ରେସିଡେଣ୍ଟାଲ ସ୍କୁଲ ପରିସରରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଭାଗୀୟ ଅଧିକାରୀ ଗଣ ଯୋଗଦେଇ ଏହି କାର୍ଯ୍ୟକ୍ରମ ବିଷୟରେ କହିଥିଲେ l ତେବେ ଏନେଇ ଆଜି ଅପରାହ୍ନ 4ଟା ସମୟରେ ଜଣାଯାଇଛି