ଗାନ୍ଧୀନଗର ସହ ସହର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହେବା ନେଇ ଟାଟା ପାୱାର ପକ୍ଷରୁ ଦିଆଗଲା ସୂଚନା ସହର ର ନମ୍ବର ୱାନ ଫିଡ଼ର ଅନ୍ତର୍ଗତ ହିର୍ଲି, ଗାନ୍ଧିନଗର, ଭାଟିଶାଲଗୁଡା, ଆର ଏମ ସି ଅଞ୍ଚଳରେ ଆସନ୍ତା କାଲି ମରାମତି କାର୍ଯ୍ୟ ପାଇଁ ଆସନ୍ତା କାଲି ସକାଳ 10 ରୁ ଦିନ ଦି ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ, ଏନେଇ ଟାଟା ପାୱାର କାର୍ଯ୍ୟଳୟ ପକ୍ଷରୁ ଗୁରୁବାର ଦିନ ଦୁଇଟାରେ ଡାକବାଜି ଯନ୍ତ ସାହାଯ୍ୟରେ ଏହି ସୂଚନା ପ୍ରଦାନ କରାଯାଇଛି