Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ସମ୍ବଲପୁର ମ୍ୟୁନିସିପାଲଟି: ଧମା ଥାନା ଦେଓଗାଁ ହାଇସ୍କୁଲ ନିକଟରେ ଥିବା ବୁଲାଣିରେ ସଡ଼କ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର ବୁର୍ଲା ସ୍ଥାନାନ୍ତର

Sambalpur M, Sambalpur | Sep 15, 2025
ଧମା ଥାନା ଦେଓଗାଁ ହାଇସ୍କୁଲ ନିକଟରେ ଥିବା ବୁଲାଣିରେ ସଡ଼କ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର l ମିଳିଥିବା ସୂଚନା ଅନୁସାରେ ସଂକଲା ଗ୍ରାମର ଦୁଇ ଜଣ ଯୁବକ କୌଣସି ଏକ ବାଇକ ରେ ଆସୁଥିବା ବେଳେ ଦେଓଗାଁ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛ ସହିତ ବାଡେଇ ହୋଇଥିଲେ l ଯାହାଫଳରେ ଈଶ୍ୱର ବାଗ ଘଟଣାସ୍ଥଳରେ ମୃତ ହୋଇଥିବା ବେଳେ ରତନ ଛୁରିଆ ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ଆହତ ହୋଇଥିଲେ l ତାଙ୍କୁ ତୁରନ୍ତ ବୁର୍ଲା ସ୍ଥାନାନ୍ତର କରାଯାଇଛି l ସେପଟେ ମୃତକଙ୍କୁ ସମ୍ବଲପୁର ସଦର ମେଡିକାଲ ରେ ଥିବା ଶବ ଗୃହ ରେ ରଖାଯାଇଛି l ଆସନ୍ତାକାଲି ମୃତ ଦେହର ବ୍ୟବଛେଦ କରାଯିବ ବୋଲି ଧମା

MORE NEWS