ବିରିଡି: ବାରେଡ଼ିଆ ପଞ୍ଚାୟତ ନଇଲୋ ଗ୍ରାମରେ ଦେଖାଦେଇଛି ପାନୀୟଜଳ ସମସ୍ୟା,ସୋମବାର ଅପରାହ୍ନ ୩ଟାରେ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ
ବାରେଡ଼ିଆ ଗ୍ରାମପଂଚାୟତ ନଇଲୋ ଗ୍ରାମରେ ଚାଲିଥିବା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ସରୁନଥିବାରୁ ସେଠାକାର ଗ୍ରାମବାସୀ ଙ୍କ ପାଇଁ ଦେଖାଦେଇଛି ପାନୀୟଜଳ ସମସ୍ୟା, ଏହାଉପରେ ସୋମବାର ଅପରାହ୍ନ ୩ଟାରେ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ