ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ପୋଲିସ ଦ୍ୱାରା ହୀରାକୁଦ ରେଳ ଷ୍ଟେସନ ରୁ ନିଶା କଫ ସିରଫ ଜବତ, ଜଣେ ଗିରଫ
ବୁର୍ଲା ପୋଲିସ ଦ୍ୱାରା ହୀରାକୁଦ ରେଳ ଷ୍ଟେସନ ରୁ ନିଶା କଫ ସିରଫ ଜବତ, ଜଣେ ଗିରଫ ମିଳିଥିବା ସୂଚନା ଅନୁଯାଇ ଗତକାଲି ବିଳମ୍ବିତ ରାତି ରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବୁର୍ଲା ର ବିକାଶ ରାଉତ ନିକଟରୁ 80 ବୋତଲ ନିଶା କଫ ସିରଫ, ମଦ ପାଉଚ, ନିଶା ବଟିକା ଜବତ କରିଥିଲା l ଉକ୍ତ ଅଭିଯୁକ୍ତକୁ ଗିରଫ ପରେ ଆଜି ଦିନ 4ଟା ରେ କୋର୍ଟ ଚାଲାଣ କରିଛି l