ରାଉରକେଲା ମ୍ୟୁନିସିପାଲଟି: ଓଡିଶା ନାଟ୍ୟସଂଘ ରାଉରକେଲା ଆନୁକୂ ଲ୍ୟରେ ୩୮ତମ ଓଡିଶାନାଟ୍ୟସଂଘ ଦିବସ
ଉପଲକ୍ଷେ ନାଟ୍ୟପଦଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ସେପ୍ଟେମ୍ବର ୨୬ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ରାଉରକେଲାର ଓଡିଶା ନାଟ୍ୟସଂଘ ଆନୁକୂଲ୍ୟରେ ୩୮ ତମ ଓଡିଶା ନାଟ୍ୟସଙ୍ଘ ଦିବସ ଉପଲକ୍ଷେ ନାଟ୍ୟ ପଦଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକ ପଦଯାତ୍ରା ଗୁଣ୍ଡିଚା ମନ୍ଦିରରୁ ବାହାରି ସେକ୍ଟର ୫ ସ୍ଥିତ କଲଚୁରାଲ ଏକାଡେମୀ ପର୍ଯ୍ୟନ୍ତ ରାଲି ହୋଇଥିଲା