Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଲକ୍ଷ୍ମୀପୁର: ପାଇକପୁକି ଗାଁ ମଶାଣି ଯିବାକୁ ରାସ୍ତା ସୁବିଧା ନାହିଁ,ବହୁ ବର୍ଷ ଠାରୁ ଦୁର୍ଦ୍ଧଶା ଭୋଗୁଛନ୍ତି ଗ୍ରାମବାସୀ

Lakshmipur, Koraput | Jan 15, 2026
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆ ଗୁଡା ପଞ୍ଚାୟତ ଅଧିନସ୍ଥ ପାଇକପୁକି ଗାଁ ମଶାଣି ଯିବାକୁ ରାସ୍ତା ସୁବିଧା ନାହିଁ। ଗାଁ ର କେହି ମୃତ୍ୟୁବରଣ କଲେ ଶବ ବହି ନେବାକୁ ବହୁତ ଅସୁବାଧା ଭୋଗୁଥିବା ଆଜି ଦିନ ୨ଟା ସମୟରେ ଦେଖିବାକୁ ମିଳିଛି। ମଶାଣି ଯିବାକୁ ରାସ୍ତା ନିର୍ମାଣ ପାଇଁ ବହୁ ବର୍ଷ ଠାରୁ ଦାବି କରାଯାଉଛି।

MORE NEWS