ସୁନ୍ଦରଗଡ ସହର: ହେମଗିର ବ୍ଳକ୍ କାର୍ଯ୍ୟାଳୟ ପରିସରରେ ପ୍ରାଶାସନିକ ଅଧିକାରୀ ମାନେ ନିଶା ମୁକ୍ତ ଭାରତ ପାଇଁ ଶପଥ ପାଠ କଲେ
Sundargarh Town, Sundargarh | Aug 14, 2025
ଆଜି ଅଗଷ୍ଟ 14 ତାରିଖ ପୂର୍ବାହ୍ନ 11 ଟା ସମୟରେ ହେମଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ନାୟକ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ...