ଡିସେମ୍ବର ୧୫ ତାରିଖ ସମୟ ପ୍ରାୟ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରରୁ ଆସିଥିଵା ସମାଜସେବୀ ଉମେଶ କୁମାର ଭାଇଙ୍କ ସହ ବଡ଼ବିଲରୁ ୧୩୦ କିଲୋମିଟର ଯାତ୍ରାକରି ଅତ୍ୟନ୍ତ ଅନୁନ୍ନତ ଅଞ୍ଚଳର ମାନସିକ ଅକ୍ଷମ, ଶାରୀରିକ ଭିନ୍ନକ୍ଷମ, ସମାଜର ପଛୁଆ ବର୍ଗ ଓ ନିରାଶ୍ରୟ ପିଲାମାନଙ୍କ ସଙ୍ଗେ ମିଶି ବିଭିନ୍ନ ଖେଳ କୁଦ, ଇତ୍ୟାଦି କରିବା ସହ ବହୁଳ ପରିମାଣର ରାସନ ସାମଗ୍ରୀ ଦିଆଯାଇଥିଲା, ଏଥିରେ ବିଭିନ୍ନ ପରିବାରବର୍ଗ ଓ ବୟୋଜ୍ୟେଷ୍ଠ ଗଣ ଅତ୍ୟନ୍ତ ଖୁସିହେବା ସହ କେନ୍ଦୁଝର ସଂଯୁକ୍ତ ସେବା ନିକେତନ ସଂସ୍ଥାର ଭୁୟସୀ ପ୍ରସଂଶା କରିଥିଲେ