ବୌଦ୍ଧ ସଦର: ଜିଲ୍ଲାରେ ଧାନ କିଣା ଟାର୍ଗେଟ ନଥିବାରୁ ବିଭିନ୍ନ ମଣ୍ଡିରେ ଭିଜୁଛି ଧାନ, ପ୍ରତିକ୍ରିୟା ଦେଲେ କୃଷକ ନେତା ଇଂ ବିକାଶ ମହାକୁଡ
Baudh Sadar, Boudh (Bauda) | Jun 25, 2025
ବୁଧବାର ରାତିରେ ବୌଦ୍ଧ ଜିଲ୍ଲାରେ ଧାନ କ୍ରୟ ଟାର୍ଗେଟ ନଥିବାରୁ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଭିଜୁଥିବା ପ୍ରତିକ୍ରିୟା...