ଅନୁଗୁଳ ତହସିଲ ଅନ୍ତର୍ଗତ କୁମୁରିସିଙ୍ଗା ସର୍କଲର ପୂର୍ବତନ ଆରଆଇ ଗୁଣନିଧି ନାୟକଙ୍କୁ ଦୁର୍ନୀତି ନିବାରଣ ଆଇନ, ୧୯୯୮ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲା ୧୫ ମାର୍ଚ ୨୦୧୩ ମସିହା ଯେତେବେଳେ ନାୟକ ଏକ ମ୍ୟୁଟେସନ୍ ମାମଲାରେ ଏକ ଅନୁକୂଳ ଯାଞ୍ଚ ରିପୋର୍ଟ ପଠାଇବା ବଦଳରେ ଜଣେ ଅଭିଯୋଗକାରୀ ଅଞ୍ଜନା ବେହେରା ଙ୍କୁ ବାରମ୍ବାର ହଇରାଣ କରିଥିଲେ। ପରବର୍ତ୍ତୀ ସମୟରେ ଅଞ୍ଜନା ଙ୍କ ପୁଅ ଭରତ ବେହେରା ଏହି ବିଷୟରେ ଆର ଆଇ ଯୋଗାଯୋଗ କରିବା ପରେ ତାଙ୍କ ଠାରୁ ୧୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ପରବର୍ତ୍ତୀ ସମୟରେ ୮୦୦ ଟଙ୍କା ନେବା ପାଇଁ ସ୍ଥିର ହୋଇଥିଲା । ଓଡ଼ିଶା ଭିଜିଲାନ୍ସ