ପାଟଣାଗଡ: ରଦ୍ଦ ପଟ୍ଟା କାର୍ଯ୍ୟକ୍ଷମ କରିବା ଦାବି ନେଇ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଭୂମିହୀନ ବାସିନ୍ଦା
Patnagarh, Balangir | Aug 2, 2025
ପାଟଣାଗଡ଼ ଏନ ଏ ସି ରେ ସବୁଜପତ୍ର ଧାରୀଙ୍କୁ ସରକାର ବାସଗୃହ ନିର୍ମାଣ ପାଇଁ ଜମି ପଟ୍ଟା ଦେଇ ଥିଲେ । ତାହାକୁ ନୂତନ ସରକାର ରଦ୍ଦ କରିଦେଇଛନ୍ତି...