ସହରସ୍ଥିତ ନିଜ ବାସ ଭଵନରେ ଦୀପାବଳି ପାଳନ କଲେ ବିଧାୟକ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ନିଜ ବାସ ଭବନରେ ଦୀପାବଳି ପାଳନ କରିଛନ୍ତି, ନିଜ ସ୍ତ୍ରୀ ଏବଂ ପୁଅ ଙ୍କସହ ମିଶି ପିତୃ ପୁରୁଷ ଙ୍କ ଉଦ୍ୟେଶ୍ୟରେ ପୂଜା କରି ସାରିବା ପରେ ଆଲୋକ ର ପର୍ବ ଦୀପାବଳି ପାଳନ କରିଥଲେ, ଭଗବାନ ନବରଙ୍ଗପୁର ର ପତ୍ୟେକ ଜନ ସାଧାରଣ ଙ୍କର ଘରେ ସୁଖ ଶାନ୍ତି ସମୃଦ୍ଧି ପ୍ରଦାନ କରନ୍ତୁ ବୋଳି ସେ ପ୍ରାର୍ଥନା କରିଥିଲେ