କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ପ୍ରଧାନୀ ପଡା ଠାରେ ଗତକାଲି ବୁଧବାର ଦିନ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିଲା।ଖବର ଅନୁଯାୟୀ ଉକ୍ତ ମୃତ୍ୟୁ ଦେହ କୁ ମଶାଣି କୁ ନେବା ପାଇଁ ତିନି ଯୁବତୀ ଙ୍କ ଦାରା ନିଆଁ ଯାଇଥିଲା।ଏହି ଖବର କୁ ପ୍ରଥମେ ଏକ ୟୁଟ୍ୟୁବ ଚେନାଲ ରେ ଖବର ପ୍ରସାରଣ କରାଯାଇଥିଲା। ଉକ୍ତ ଘଟଣାକୁ ନେଇ ଭିତି ହୀନ ଖବର ପ୍ରସାରଣ କରିଥିବା ନେଇ ଆଜି ଲାଞ୍ଜିଗଡ଼ ଥାନ ରେ ଦୁଇ ଜଣଙ୍କ ନାଁରେ ଆଜି ଗୁରବା ସନ୍ଧ୍ୟା ସାତଟା ସମୟରେ ଲିଖିତ ଅଭିଯୋଗ କରିଥିବା ସୁଚନା।