ସୋହେଲା: ସୋହେଲା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତିର ସପ୍ତମ ସାଧାରଣ ଅଧିବେଶନରେ ଯୋଗଦେଲେ ଭଟଲୀ ବିଧାୟକ
Sohela, Bargarh (Baragarh) | Aug 6, 2025
ସୋହେଲା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ଆଜି 11 AM. ରୁ ପଞ୍ଚାୟତ ସମିତିର ସପ୍ତମ ସାଧାରଣ ଅଧିବେଶନରେ ଯୋଗଦେଇ ବ୍ଲକର ଉନ୍ନୟନ କାର୍ଯ୍ୟର...